ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ ଘଟଣା : ୨ ଅଭିଯୁକ୍ତ ଅଟକ

ଜମ୍ମୁ: ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଘଟଣାରେ ଭାରତୀୟ ବାୟୁସେନାର ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ତେବେ ତଦନ୍ତ ପରେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିବା ସହ ୨ଜଣ ଅଭିଯୁକ୍ତଙ୍କୁ ସନ୍ଦେହରେ ଅଟକ ରଖାଯାଇଥିବା କହିଛନ୍ତି ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟ ଦୀଲବାଗ ସିଂ। ସେ କହିଛନ୍ତି ଯେ, ବାୟୁସେନା, ନ୍ୟାସନାଲ ବମ୍ବ … Continue reading ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ ଘଟଣା : ୨ ଅଭିଯୁକ୍ତ ଅଟକ